ମାଲକାନଗିରିରେ ବେକାବୁ ଜାପାନୀ ଜ୍ୱର : ୫୧ ଛୁଇଁଲା ମୃତ୍ୟୁ ସଂଖ୍ୟା

40

ମାଲକାନଗିରି : ମାଲକାନଗିରିରେ ବେକାବୁ ଜାପାନୀ ଜ୍ୱର । ଜିଲ୍ଲାରେ ୩୫ ଦିନରେ ମୃତ୍ୟୁ ସଂଖ୍ୟା ୫୧ ଛୁଇଁଛି । ଗତକାଲି ଜାପାନୀ ଏନସେଫାଲାଇଟିସରେ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ରେବତୀ ମାଡକାମୀ ଓ ଅମୀର ମାଡକାମୀ । ଚିକିତ୍ସାଧିନ ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି ।