ଗଂଜାମ : ପୋଲସରା ମରାଡ ଛକରେ ପୁଲିସ ଏନକାଂଉଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଯୋଗୀ ଗୌଡ ଆହତ

27

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ପୋଲସରା ଥାନା ମରାଡ ଛକରେ ପୁଲିସର ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୋଗୀ ଗୌଡ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଛି । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଛି । ଯୋଗୀ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ମୁଖ୍ୟତଃ ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ଥାନାରେ ତା ନାଁରେ ମାମଲା ରହିଛି ।

ଦେଖନ୍ତୁ ଏହି ଭିଡିଓ :