ସଙ୍କଟରେ ଗଜରାଜ

36

ଢେଙ୍କାନାଳ : ସଙ୍କଟରେ ଗଜରାଜ । ପୁଣି ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ । ହିନ୍ଦୋଳ ରେଂଜ ଗଙ୍ଗାଧରପୁର ଗାଁରେ ଏଭଳି ଅଘଟଣ ଘଟିଛି ।   ବିଦ୍ୟୁତ ଆଘାତରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ମୃତ ହାତୀଟିର ବୟସ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।