ଅସୁସ୍ଥ ହାତୀ ଛୁଆ ଉଦ୍ଧାର

24

ଗଂଜାମ : ଗଂଜାମ ଜିଲ୍ଳା ଭଂଜନଗର ସୋରଡା ବନାଚଂଳ ଗାଜଲବାଡି ଗଡପଙ୍କାଳ ସ୍ଥିତ ଏକ ନାଳରୁ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଛୁଆଟିର ଚିକତ୍ସା ଚାଲିଛି । କେଉଁ କାରଣ ପାଇଁ ହାତୀଟି ଅସୁସ୍ଥ ହୋଇପଡିଛି ସେ ନେଇ ବନବିଭାଗ ଖୋଳତାଡ କରୁଛି ।