ବାରିପଦାରେ ଏକ ମା ହାତୀ ଓ ଛୁଆର ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

59

ବାରିପଦା : ବାରିପଦାରେ ଏକ ମା ହାତୀ ଓ ଛୁଆର ମୃତଦେହ ମିଳିଛି । କରଜିଂଆ ଗୁଡୁଗୁଡୁଆ ରେଂଜ ଚାମରା ସାହି ଜଙ୍ଗଲରୁ ଗଜରାଜଙ୍କ ମୃତଦେହ ଠାବ ହୋଇଛି । ବନବିଭାଗ ୨ଟି ହାତୀର ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଦେଖନ୍ତୁ ଏହି ଭିଡିଓ –