ଆଠଗଡ : ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ । ଦାନ୍ତ ପାଇଁ ଗୁଳି କରିଥିବା ସନ୍ଦେହ

28

କନକ ବ୍ୟୁରୋ : ଆଠଗଡ ସୁଦର୍ଶନପୁର ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ । ଦାନ୍ତ ପାଇଁ ହାତୀଟିକୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଘଟଣା ସ୍ଥଳରେ ପହଚିଂଛି । ହାତୀଟିର କେମିତି ମୃତ୍ୟୁ ହେଲା ସେ ନେଇ ତନାଘନା ଚଳାଇଛନ୍ତି ବନ ବିଭାଗ । ମୃତ ଦନ୍ତାହାତୀର ବୟସ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।