ଆଠଗଡରେ ହାତୀ ଆତଙ୍କ : ସୁନିଆମୁହଁ ଗାଁରେ ମହିଳାଙ୍କୁ ଦଳିଦେଲା ହାତୀ,

70

ଆଠଗଡ : ଆଠଗଡରେ ହାତୀ ଆତଙ୍କ। ପାଇକିରାପୁର ସୁନିଆମୁହଁ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉର୍ମିଳା ପ୍ରଧାନ। ଘଟଣା ସ୍ଥଳରେ ଉତେଜନା ହୋଇଛି।

vlcsnap-2016-09-01-09h18m03s342ମହିଳାଙ୍କ ମୃତଦେହ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ।ସେହିପରି ଅନୁଗୁଳ ଛେଣ୍ଡିପଦା ରେଂଜ ଶାଳଖମଣ ଗାଁରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ