ଜାରି ରହିଛି ମତଗଣତି ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ବିଜେଡି ଆଗୁଆ । ଜାଣନ୍ତୁ କେଉଁ ଆସନରେ କେଉଁ ଦଳ ରହିଛି ଆଗରେ

869

କନକ ବ୍ୟୁରୋ: ସକାଳ ୮ଟାରୁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା ଆଉ ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ସେତେ ସେତେ ଟ୍ରେଣ୍ଡ ସେତେ ଆଗେଇ ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ ଜାଣନ୍ତୁ କେଉଁ ଆସନରେ କିଏ ଅଛନ୍ତି ଆଗରେ ।

ଖଣ୍ଡପଡା: ସୌମ୍ୟରଂଜନ ପଟ୍ଟନାୟକ (ବିଜେଡି)

ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)

ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)

ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)

ହିନ୍ଦୋଳ : ସୀମାରାଣୀ ନାୟକ(ବିଜେଡ଼ି)

ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)

ନବରଙ୍ଗପୁର : ରମେଶ ମାଝି (ବିଜେଡ଼ି)

ପିପିଲି: ପ୍ରଦୀପ ମହାରଥୀ(ବିଜେଡି)

ପାଟଣାଗଡ: ସରୋଜ ମେହେର(ବିଜେଡି)

ବ୍ରଜରାଜନଗର: କିଶୋର କୁମାର ମହାନ୍ତି (ବିଜେଡି)

ବଣାଇଁ: ଲକ୍ଷ୍ମଣ ମୁଣ୍ଡା (ସିପିଆଇ(ଏମ))

କଟକ-ବାରବାଟୀ: ମହମ୍ମଦ ମୋକିମ୍ (କଂଗ୍ରେସ)

ମାହାଙ୍ଗା: ପ୍ରତାପ ଜେନା (ବିଜେଡି)

ଭୁବନେଶ୍ୱର ମଧ୍ୟ : ଅନନ୍ତ ଜେନା (ବିଜେଡି)

କଟକ ସଦର: ଚନ୍ଦ୍ର ସାରଥୀ ବେହେରା (ବିଜେଡି)

ଭୁବନେଶ୍ୱର ଏକାମ୍ର: ଅଶୋକ ପଣ୍ଡା (ବିଜେଡି)

ସୁନ୍ଦରଗଡ ବିଧାନସଭା: କୁସୁମ ଟେଟେ (ବିଜେପି)

ରାଜଗାଙ୍ଗପୁର: ସିଆର ରାଜନ (କଂଗ୍ରେସ)

ବସ୍ତା: ବିଜନ ନାୟକ (କଂଗ୍ରେସ)

ଧାମନଗର : ବିଷ୍ଣୁ ଚରଣ ସେଠୀ(ବିଜେପି)

ଭୋଗରାଇ: ଅନନ୍ତ ଦାଶ(ବିଜେଡି)

ବ୍ରହ୍ମଗିରି: ଲଳିତେନ୍ଦୁ ବିଦ୍ୟାଦର ମହାପାତ୍ର (ବିଜେପି)