ଅଣ୍ଡା ଶାକାହାରୀ ନା ମାଂସାହାରୀ ! ଜାଣନ୍ତୁ ଏହି ତଥ୍ୟରୁ

51

 ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି । କିନ୍ତୁ ଏମିତି ଅନେକ କାରଣ ଅଛି ଯାହା କି ଏହି କଥାକୁ ସମର୍ଥନ କରିବ ନାହିଁ । ଯଦି ଆମେ ଏହି ପରିଭାଷାରେ ଚାଲିବା ଯେ ,ଯେଉଁ ଲୋକ ମାଂସ ଖାଉଛନ୍ତି , ସେମାନେ ମାଂସାହାରୀ ହୋଇଥାନ୍ତି । ତାହେଲେ ଅଣ୍ଡା ନିଶ୍ଚିତ ରୂପେ ଶାକାହାରୀ ହେବ । କାରଣ ଏଥିରେ ନା କୌଣସି ମାଂସ ଅଛି ନା କୌଣସି ଜୀବନ ।

କୁକୁଡା ଅଣ୍ଡା ଦେଇଥାଏ । କିନ୍ତୁ ଏହି ଅଣ୍ଡାକୁ ପାଇବା ପାଇଁ କୁକୁଡାକୁ ମରାହୋଇନଥାଏ । ଜୀବଜନ୍ତୁଙ୍କ ଠାରୁ ମିଳୁଥିବା ସବୁ ଜିନିଷ ମାଂସାହାରୀ ହୋଇନଥାଏ । ଏହାର ସବୁଠୁ ଭଲ ଉଦାହରଣ ଅଟେ ଗାଈଙ୍କ ଠାରୁ ମିଳୁଥିବା ଦୁଗ୍ଧ । ଅଣ୍ଡାର ତିନୋଟି ଭାଗ ଥାଏ – ଛେଲି , ଏହାର ଧଳା ଅଂଶ ଓ ଅଣ୍ଡାର ହଳଦିଆ କେଶର । ଅଣ୍ଡା ଧଳା ଅଂଶରେ ଥିବା ତରଳରେ ପ୍ରୋଟିନର ଅଂଶ ଥାଏ । ଯେଉଁଥିରେ ଜୀବଜନ୍ତୁଙ୍କର କୌଣସି ଅଂଶ ନଥାଏ । ଏହି କାରଣରୁ ଅଣ୍ଡାର ଧଳା ଅଂଶ ଶାକାହାରୀ ଅଟେ । ଏବଂ ଏମିତି ସବୁ ଜିନିଷ ଯେଉଁଥିରେ ଅଣ୍ଡାର ଧଳା ଅଂଶ ଉପଯୋଗ ହୋଇଥାଏ , ତାହା ଶାକାହାରୀ ଅଟେ । ଅଣ୍ଡାର ଧଳା ଅଂଶ ପରି ଏହାର କେଶର ଅଂଶରେ ବି ପ୍ରୋଟିନ , କୋଲେଷ୍ଟ୍ରାଲ୍ ଓ ଫ୍ୟାଟର ମିଳିତ ଭାଗ ଥାଏ ।

ବଜାରରେ ମିଳୁଥିବା ଅଧିକାଂଶ ଅଣ୍ଡା ଅନଫର୍ଟିଲାଇଜ୍ଡ ହୋଇଥାଏ । ଏଥିପାଇଁ ଯଦି ସେ ଅଣ୍ଡାକୁ ରଖିଦେବା ତ ସେଥିରୁ ମଧ୍ୟ ଛୁଆ ହେବାର ସମ୍ଭାବନା ଥାଏ ।
( ସୌଜନ୍ୟ- ନବଭାରତ ଟାଇମ୍ସ)