ପାଟଣାଗଡ : ବୟନ ଶିଳ୍ୱ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ । ପାଟଣାଗଡ ମହିଳା ସଶକ୍ତିକରଣ ମିଟିଂକୁ ଯିବା ସମୟରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ ହୋଇଛି । ପାଟଣାଗଡ ରାମୋଜି ଛକ ନିକଟରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ଅଣ୍ଡାମାଡ ହୋଇଥିବା ଜଣାପଡିଛି ।

ଦେଖନ୍ତୁ ଏହି ଭିଡିଓ-