ବଲାଙ୍ଗୀରରେ କୃଷି ମନ୍ତ୍ରୀଙ୍କୁ ପୁଣି ଅଣ୍ଡାମାଡ

25

ବଲାଙ୍ଗୀର : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବଲାଙ୍ଗୀର ଗସ୍ତକୁ ବିଜେପିର ବିରୋଧ । ଆଜି ପୁଣି ମହାରଥୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ଯିବା ବାଟରେ ଭାଗିରଥୀ ଛକ ନିକଟରେ ପ୍ରଦୀପ ମହାରଥୀଙ୍କ ଗାଡି ଉପରକୁ ବିଜେପି କର୍ମୀମାନେ ପୁଣି ଥରେ ଅଣ୍ଡାମାଡ କରିବା ସହ କଳାପତାକା ଦେଖାଇଛନ୍ତି ।