କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା !

27

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାକୁ ନିନ୍ଦା କରିଛନ୍ତି । ଏହା କୌଣସି ଅଣଆଦିବାସୀ ଲୋକଙ୍କ ପ୍ରତି ହେଲେ ମଧ୍ୟ ଗ୍ରହଣୀୟ ନୁହେଁ । ପଥର, ଅଣ୍ଡା ବା ଜୋତା ଫୋପାଡିବା ଉଚିତ୍ ନୁହେଁ । ଏହା କ୍ଷତି ପହଂଚାଇ ପାରେ । ବିରୋଧ କରିବା ପାଇଁ ଆହୁରି ବହୁ ବାଟ ରହିଛି ବୋଲି ନିଜ ଟ୍ୱିଟରେ ସାଂସଦ ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।