ଡି – ବ୍ରଦର୍ସଙ୍କ ସଂପତି ଆଟାଚ୍ କଲା ଇଡି

51

କନକ ବ୍ୟୁରୋ : କଟକ ଧଳସାମନ୍ତ ବ୍ରଦର୍ସ ଗିରଫ ମାମଲା । ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସମ୍ପତି ଆଟାଚ୍ କରିଛି ପ୍ରବର୍ତନ ନିର୍ଦେଶାଳୟ । ଡି-ବ୍ରଦର୍ସ ସାମ୍ରାଜ୍ୟର ୮ କୋଟି ୨ ଲକ୍ଷ ଟଙ୍କାର ସମ୍ପତି ଆଟାଚ କରିଛି ଇଡି । ପ୍ରଧମଥର ପାଇଁ ଧଳସାମନ୍ତଙ୍କ ସିଡିଏ ଘର, ବ୍ୟାଙ୍କରେ ଥିବା ୩ କୋଟି ୫ ଟଙ୍କା, ଏବଂ ତାଙ୍କ କଟକ ଓ ଭୁବନେଶ୍ୱର ଘରୁ ଜବତ ହୋଇଥିବା ୩ କୋଟି ୬ ଲକ୍ଷ ଟଙ୍କା ଆଟାଚ୍ କରାଯାଇଛି ।