ଇଷ୍ଟକୋଷ୍ଟ ରେଲୱେରେ ଚାକିରି ନାଁରେ ଠକେଇ ଅଭିଯୋଗ : ୨ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ।

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଷ୍ଟକୋଷ୍ଟ ରେଲୱେରେ ଚାକିରି ନାଁରେ ଠକେଇ ଅଭିଯୋଗ , ଆଉଦୁଇ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ପୂର୍ବରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।