ଆସ୍ଥା ଚିଟଫଣ୍ଡ ଠକେଇ ମାମଲା : ଇ ଇଲାମୀରେ ସଂସ୍ଥାର ଗୋଟିଏ ପ୍ଲଟ ୧୭ ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି

70

ଆସ୍ଥା ଇଂଟରନ୍ୟାସନାଲ ଚିଟଫଣ୍ଡ ଠକେଇ ମାମଲା । ସଂସ୍ଥାର ସଂପତିର ଇ ଇଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂସ୍ଥାର ଗୋଟିଏ ପ୍ଲଟ ୧୭ ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି ହୋଇଛି । ବିକ୍ରି ପାଇଁ ୯ଟି ପ୍ଲଟ ରଖାଯାଇଥିଲା ।ଏନେଇ କଟକ ଏଡିଏମ୍ ବିଭୂତି ଭୂଷଣ ଦାସ ସୂଚନା ଦେଇଛନ୍ତି ।