ଭୁବନେଶ୍ୱର ଷ୍ଟେସନ୍ ବଜାରରେ ଦୁର୍ଗାପୂଜା : ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ସରଗରମ ପୂଜା ବଜାର

62

କନକ ବ୍ୟୁରୋ : ରାଜଧାନୀରେ ଜମିଛି ଦୁର୍ଗାପୂଜା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ବେଶ୍ ସରଗରମ ରହିଛି ପୂଜା ବଜାର । ଭୁବନେଶ୍ୱର ଷ୍ଟେସନ୍ ବଜାରରେ କିପରି ରହିଛି ଦୁର୍ଗା ପୂଜାର ମାହୋଲ ସେନେଇ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –