ସମ୍ବଲପୁର : ୫ ଜଣ ନକଲି ମାଓବାଦୀ ଗିରଫ

18

କନକ ବ୍ୟୁରୋ : ମାଓବାଦୀଙ୍କ ନାଁରେ ଧମକ ଦେଇ ଲୁଟ । ସମ୍ବଲପୁର ପୁଲିସ ଆଜି ୫ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି । ଜମନକିରା ଥାନା ଅନ୍ତର୍ଗତ ଘୁଷୁଡାଗୁଡା ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ମାଓବାଦୀ ନାଁରେ ଏମାନେ ଧମକ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ୫ ବନ୍ଧୁ୍କ ଓ ୧୦ରୁ ଅଧିକ ଗୁଳି ଜବତ ହୋଇଛି ।