ବାଃ ବାଃରେ ବାହାଘର

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ରାଜଧାନୀରେ ଜଉ କଣ୍ଡେଇ ବାହାଘର । ବିବାହ ଉତ୍ସବକୁ ନେଇ ଦେଖାଦେଇଛି ଉତ୍ସାହ । ଏହି ଭଳି ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ୱର ଏକାମ୍ର ହାଟରେ । ପାରମ୍ପରିକ ରୀତିନୀତିରେ ହୋଇଥିବା ବିବାହ ଉତ୍ସବରେ ହୋଇଥିଲା ସାମାଜିକ ଓ ସାଂସ୍କୃତିକ ପର୍ବର ମହାମିଳନ ।