କନକ ବ୍ୟୁରୋ : ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଶୀମନ୍ଦିରର ଦୋଳବେଦୀରେ ଫଗୁ ଖେଳିବେ ଶ୍ରୀଜୀଉ । ରାତିରେ ମହାପ୍ରଭୁ ସୁନାବେଶରେ ସଜାଇ ହେବ । ଏପଟେ ଘର ଘର ବୁଲି ଦୋଳ ବିମାନରେ ଭୋଗ ଖାଉଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ । ଆସନ୍ତାକାଲି ଭାଇଚାରାର ପର୍ବ ହୋଲି । ନାନା ରଙ୍ଗରେ ସହ ଫଗୁରେ ଭିଜିବେ ସମସ୍ତେ ।