ସାପ କାମୁଡିଲେ ଏହି ଦୁଇଟି ଚିକିତ୍ସା ନିଶ୍ଚୟ କରନ୍ତୁ : ବଂଚିଯାଇପାରେ ଆପଣଙ୍କ ବହୁମୂଲ୍ୟ ଜୀବନ

53

ସମଗ୍ର ଦୁନିଆରେ ୫୫୦ ପ୍ରକାରର ସାପର ପ୍ରଜାତି ଅଛନ୍ତି । ତା’ ମଧ୍ୟରୁ ୧୦ଟି ପ୍ରଜାତି ହେଉଛନ୍ତି ବିଷାକ୍ତ । ଏହି ୧୦ଟି ପ୍ରଜାତି ମଧ୍ୟରୁ କୋବ୍ରାକୁ ସବୁଠାରୁ ଅଧିକ ବିଷାକ୍ତ କୁହାଯାଏ । ବାକି ୫୪୦ ପ୍ରଜାତି ଏମିତି ଅଛନ୍ତି, ଯେଉଁମାନେ କାମୁଡିଲେ ମନୁଷ୍ୟର ମୃତ୍ୟୁ ହୁଏନି । କହିବାକୁ ଗଲେ ୫୫୦ ପ୍ରଜାତି ମଧ୍ୟରୁ ୧୦ଟି ପ୍ରଜାତି କାମୁଡିଲେ ମନୁଷ୍ୟର ମୃତ୍ୟୁ ହୁଏ । ସାପ କାମୁଡିବାର ଡର ଲୋକଙ୍କ ମଧ୍ୟରେ ବ୍ୟାପିଛି । ଅନେକ ଥର ଲୋକମାନେ ବିଷରେ ନ ମରି ବରଂ ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟରେ ପ୍ରାଣ ହରାନ୍ତି । ଏହାର ମୁଖ୍ୟ କାରଣ ହେଉଛି ଭୟ । ୧୦ଟି ବିଷାକ୍ତ ପ୍ରଜାତି ମଧ୍ୟରୁ ୪ଟି ଘାତକ ପ୍ରଜାତିର ନାମ ହେଲା – ରସେଲ ଭାଇପର. କାରିତ୍, ଭାଇପର୍ ଓ କିଙ୍ଗ କୋବ୍ରା । ଏମଧ୍ୟରୁ ସବୁଠାରୁ ବିପଦଜନକ ହେଉଛି କିଙ୍କ କୋବ୍ରା । ଯଦି କାହାକୁ କଳା ନାଗ କାମୁଡିଲା ତ ୯୯% ଏହା ନିଶ୍ଚିତ ଯେ ତା’ର ମୃତ୍ୟୁ ହେବ । ଏହି ସମୟରେ ଯଦି ଆପଣ ସାବଧାନତାର ସହ କାମ ନେବେ, ତେବେ ଆପଣଙ୍କ ବହୁମୂଲ୍ୟ ଜୀବନ ବଂଚିଯିବ ।

ଗୋଟିଏ ମେଡିସିନ୍ ଆସେ । ଆପଣ ସେଇ ମେଡିସିନ୍ କୁ ହୋମିଓପାଥି ଦୋକାନରୁ କିଣିପାରିବେ । ହୋମିଓପାଥି ଦୋକାନରେ ସହଜରେ ମିଳିଯିବ । ଏହି ମେଡିସିନ୍ ର ନାଁ ହେଉଛି ‘ନାଜା’ , ନାଜା-୨୦୦ । ଏହାର ୫ ମିଲିଲିଟରର ଦାମ ୫୦ଟଙ୍କା ଥାଏ, ୫୦ ଟଙ୍କାରେ ଆପଣ ୫୦ ହଜାର ଲୋକଙ୍କ ଜୀବନ ବଂଚାଇପାରିବେ । ଯଦି ଆପଣଙ୍କୁ ସାପ କାମୁଡୁଛି ଓ ଆପଣଙ୍କ ପାଖରେ ନାଜା-୨୦୦ ନାହିଁ, ତେବେ ତୁରନ୍ତ ପ୍ରାଥମିକ ଉପଚାର କରନ୍ତୁ । କିମ୍ବା ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତୁ ।