ଲୋକାର୍ପିତ ହେଲା ନବକଳେବର ସଂପର୍କିତ ଡକ୍ୟୁମେଂଟାରୀ ଫିଲ୍ମ

31

ନବକଳେବର ଉପରେ ପ୍ରସ୍ତୁତ ହୋଇଥିବା ବୃତଚିତ୍ର ଆଜି ଲୋକାର୍ପିତ ହୋଇଛି । ରାଜ୍ୟପାଳ ଏସ୍ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହାକୁ ଲୋକାର୍ପଣ କରାଯାଇଛି । ୭୮ ମିନିଟ୍ ବିଶିଷ୍ଟ ଏହି ଫିଲ୍ମର ୧୭ ମିନିଟ୍ର କ୍ଷୁଦ୍ର ସଂସ୍କରଣର ଆଜି ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଛି । ସଂସ୍କତି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ଡଳୁ୍ୟମେଂଟାରୀ ଫିଲ୍ମର ନାଁ ରହିଛି ଗର୍ଡ୍ସ ଅନ୍ ପିପୁଲ ।