ଆଠଗଡରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ପ୍ରତିବାଦ

21

vlcsnap-2016-10-10-13h10m10s407ଆଠଗଡ : ଆଠଗଡରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଡାକ୍ତର । ଗତକାଲି ରାତିରେ ଡାକ୍ତର ଚନ୍ଦନ ଗଡନାୟକଙ୍କୁ ୨ଜଣ ଯୁବକ ମାଡ ମାରିଥିବା ଅଭିଯୋଗରେ ଆଠଗଡ ଥାନାରେ ମାମଲା ରୁଜୁ ହୋଇଛି ।

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଆଠଗଡ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହୋଇଛି । ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଡାକ୍ତରମାନେ ରୋଗୀ ସେବା ବନ୍ଦ କରିଥିବା ଯୋଗୁଁ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –