ଆୟ ବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଆଚାର୍ଯ୍ୟ ହରିହର କ୍ୟାନସର୍ ଇନଷ୍ଟିଚ୍ୟୁଟର ଡାକ୍ତର ଦମ୍ପତି ଗିରଫ

33

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ପ୍ରତିଷ୍ଠାନର ଡାକ୍ତର ଦମ୍ପତି ଗିରଫ । ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ଓ ଦୀପ୍ତିରାଣୀ ସାମନ୍ତଙ୍କୁ ଆୟ ବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗତ ମାସରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ସାଢ଼େ ୩କୋଟି ଟଙ୍କାର ସମ୍ପତି ଠାବ କରିଥିଲା । ଆଜି କଟକ ଭିଜିଲାନ୍ସ ଟିମ ଉଭୟଙ୍କୁ ଗିରଫ କରିଛି।