ପତ୍ନୀଙ୍କୁ ଭୁଲରେ ବି ପଚାରନ୍ତୁନି ଏହି ସବୁ ପ୍ରଶ୍ନ ! ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ

33

ପତି-ପତ୍ନୀ ସଂପର୍କ ଯେତେ ବି ନୀବିଡ଼ ହେଉନା କାହିିଁକି ଏମିତି କିଛି ପ୍ରଶ୍ନ ରହିଛି ସଂପର୍କ ଭାଙ୍ଗିବା ପାଇଁ ଯଥେଷ୍ଟ । ପତ୍ନୀଙ୍କୁ ଏପରି କିଛି ବି ପଚାରନ୍ତୁ ନାହିଁ ଯାହା ଆପଣଙ୍କ ସଂପର୍କ ଉପରେ ପକାଇପାରେ କୁପ୍ରଭାବ । ଏବେ ନଜର ପକାନ୍ତୁ ମହିଳାମାନେ ମୁଖ୍ୟତଃ ସ୍ୱାମୀମାନଙ୍କଠାରୁ କେଉଁ ସବୁ ପ୍ରଶ୍ନ ଶୁଣିଲେ ଚିଡ଼ି ଉଠନ୍ତି  ।

–  ପତ୍ନୀଙ୍କୁ ତାଙ୍କ ଅତୀତ ଅର୍ଥାତ ପୂର୍ବ ପ୍ରେମିକଙ୍କ ବିଷୟରେ ପଚାରନ୍ତୁ ନାହିଁ।

– ତାଙ୍କର ମାସକୁ ପାର୍ଲର ଓ ଅନ୍ୟାନ୍ୟ ସାଜସଜା ଜିନିଷରେ କେତେ ଟଙ୍କା ଖର୍ଚ ହେଉଛି ତାହା ମଧ୍ୟ ପଚାରନ୍ତୁ ନାହିଁ।

– ସେ ଦିନ ଯାକ କାହା ସହ ଫୋନ୍‌ରେ ଏତେ ଗପୁଛନ୍ତି ସେ ପ୍ରଶ୍ନ ବିଲ୍‌କୁଲ୍‌ ବି ପଚାରନ୍ତୁ ନାହିଁ।

– ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରନ୍ତୁ ନାହିଁ।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପତ୍ନୀଙ୍କ ଦୁର୍ବଳତା ଅର୍ଥାତ ଯଦି ତାଙ୍କର କୌଣସି ପାରିବାରିକ ସମସ୍ୟା ଅଛି ଏବଂ ଆପଣ ତାକୁ ସମାଧାନ କରିପାରୁ ନାହାନ୍ତି ତେବେ ସେ ସଂପର୍କରେ ତ ଆଦୌ ବି ପଚାରନ୍ତୁ ନାହିଁ।

ଏହା ସହ ପଢନ୍ତୁ  ଅଧିକାଂଶ ମହିଳା ଏହି ରୋଗର ହୋଇଥାନ୍ତି ଶିକାର ! ହେଲେ ଲଜ୍ଜା ପାଇଁ କରନ୍ତି ଅବହେଳା