ପରମିଟକୁ ନେଇ ବାଲେଶ୍ୱର ,ଭଦ୍ରକ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ

543

କନକ ବ୍ୟୁରୋ : ପରମିଟକୁ ନେଇ ବାଲେଶ୍ୱର ,ଭଦ୍ରକ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ । ବାଲେଶ୍ୱର ବସ୍ ମାଲିକ ସଂଘ ଦ୍ୱାରା ଭଦ୍ରକରେ ୧୩ଟି ବସ୍ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ବାଲେଶ୍ୱର ସଂଘର ୪ଟି ବସ୍ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡ଼ିଓ –