ବିଜେଡି ସାଂସଦଙ୍କ ପାଣ୍ଠିରେ କଂଗ୍ରେସ ବିଧାୟକଙ୍କ ବେପାର

32

କନକ ବ୍ୟୁରୋ : ବିଜେଡି ସାଂସଦଙ୍କ ଅନୁଦାନ ଟଙ୍କାରେ ବେପାର କରୁଛନ୍ତି କଂଗ୍ରେସ ବିଧାୟକ । କଥାଟି ଶୁଣିଲା ବେଳକୁ ହୁଏତ ଆପଣଙ୍କୁ ଅଡୁଆ ଲାଗିପାରେ । କିନ୍ତୁ ପୁରା କାହାଣୀ ଜାଣିଲେ ନିଶ୍ଚିତ ହୋଇଯିବ ଯେ, ଘଟଣାଟି ସତ ।

ଗ୍ରାମ୍ୟ ବିଦ୍ୟୁତକରଣ ପାଇଁ ସାଂସଦ ଦିଲ୍ଲୀପ ତିର୍କୀଙ୍କ ଅନୁଦାନ ଟଙ୍କାରେ ଟ୍ରାନ୍ସଫର୍ମର ଲାଗିଲା, ହେଲେ ଏଥିରୁ ଗାଁ ଲୋକ ବିଜୁଳି ପାଇବା ବଦଳରେ ଏହି ସଂଯୋଗ ପହଂଚିଥିଲା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଇଟା ଭାଟିକୁ । ଦେଖନ୍ତୁ କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ –