ଦିଗପହଣ୍ଡିରେ ଚାଲିଛି ଭୋଟିଂ ! ବିଧାୟକ ବାଛିବା ପାଇଁ ଭୋଟ୍ ଦେଉଛନ୍ତି ଭୋଟର୍ . . . .

106

କନକ ବ୍ୟୁରୋ : ସାଧାରଣ ବର୍ଗଙ୍କ ପାଇଁ ଦିଗପହଣ୍ଡି ବିଧାନସଭ ଆସନ ସଂରକ୍ଷିତ । ଦିଗପହଣ୍ଡି ବ୍ଳକ୍, ଦିଗପହଣ୍ଡି ଏନଏସି ଏବଂ କୁକୁଡାଖଣ୍ଡି ବ୍ଳକର ୧୬ଟି ପଂଚାୟତକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠିତ । ଦିଗପହଣ୍ଡିରେ ଭୋଟ ଦେଉଛନ୍ତି ଭୋଟର । ବିଧାୟକ ବାଛିବା ପାଇଁ ଆରମ୍ଭ ହୋଇଯାଇଛି ମତଦାନ  ।

୨୦୧୯ର ଲଢେଇ
ବିଜେଡି: ସୂର୍ଯ୍ୟନାରାୟଣ ପାତ୍ର
କଂଗ୍ରେସ: ପ୍ରଫୁଲ୍ଲ କୁମାର ପଣ୍ଡା
ବିଜେପି: ପିଙ୍କି ପ୍ରଧାନ

ବିଜେଡି: ସୂର୍ଯ୍ୟନାରାୟଣ ପାତ୍ର
– ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ
– ଦକ୍ଷିଣ ଓଡିଶାର ହେବିୱେଟ୍ ନେତା
– ୧୯୯୦ରୁ ଲଗାତର ବିଧାୟକ ରହିଛନ୍ତି
– ମୋହନାରୁ ୪ଥର ଏବଂ ଦିଗପହଣ୍ଡିରୁ ୨ ଥର ବିଧାୟକ
– ରାଜସ୍ୱ, ସମବାୟ, ଯୋଗାଣ ମନ୍ତ୍ରୀ ରହିଛନ୍ତି

କଂଗ୍ରେସ: ପ୍ରଫୁଲ୍ଲ କୁମାର ପଣ୍ଡା
– କଂଗ୍ରେସର ନୂଆ ଚେହେରା
– ପୂର୍ବରୁ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି
– ପ୍ରଥମେ ବିସ୍ମୟ ମହାପାତ୍ରଙ୍କ ନାଁ ଘୋଷଣା ହୋଇଥିଲା, ପରେ ବଦଳିଲା

 

ବିଜେପି: ପିଙ୍କି ପ୍ରଧାନ
– ଓଲିଉଡ୍ ଅଭିନେତ୍ରୀ
– ଟିଭି ସିରିଏଲ୍, ଫିଲ୍ମରେ ଅଭିନୟ କରିଛନ୍ତି
– ଓଲିଉଡ ଏବଂ ଟିଭି ଜଗତର ଜଣାଶୁଣା ଚେହେରା
– ହିଂଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ ଆଗ୍ରହୀ ଥିଲେ

ମୈଦାନରେ ମହିଳା ପ୍ରାର୍ଥୀ
– ପିଙ୍କି ପ୍ରଧାନ ( ବିଜେପି)

ମୁହାଁମୁହିଁ ପ୍ରାର୍ଥୀ
– ସୂର୍ଯ୍ୟନାରାୟଣ ପାତ୍ର ୧୯୯୦ରୁ ୨୦୧୪ ଯାଏଁ ୬ ଥର ବିଧାୟକ ।
– ୧୯୯୦ରୁ ମୋହନା ଏବଂ ୨୦୦୯ ଏବଂ ୨୦୧୪ରେ ଦିଗପହଣ୍ଡିରୁ ବିଧାୟକ
– ୬ ଥର ବିଧାୟକ ଏବଂ ମନ୍ତ୍ରୀ ଅଛନ୍ତି
– କଂଗ୍ରେସର ପ୍ରପୁଲ୍ଲ କୁମାର ପଣ୍ଡା ନୂଆ ଚେହେରା
– ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ
– ପୂର୍ବରୁ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି ପିଙ୍କି ପ୍ରଧାନ ଏବଂ ପ୍ରଫୁଲ୍ଲ କୁମାର ପଣ୍ଡା

ଦିଗପହଣ୍ଡି ବିଧାନସଭା ଆସନ
– ୧୯୯୦ ପରଠାରୁ ଜନତା ଦଳ ଏବଂ ପରେ ବିଜେଡିର ଗଡ
– ସୂର୍ଯ୍ୟନାରାୟଣ ପାତ୍ର- ୨୦୦୯ ଏବଂ ୨୦୧୪ରେ ଦିଗପହଣ୍ଡିରୁ ବିଧାୟକ
– ଦିଗପହଣ୍ଡିରେ ୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି
– ବିଜେଡି-୪ ଟି ଏବଂ କଂଗ୍ରେସ ଦଖଲରେ ଗୋଟିଏ ଜିଲ୍ଲା ପରିଷଦ ।

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୮ ହଜାର ୨୪୪
– ମତ ଦେଇଥିଲେ – ୧ ଲକ୍ଷ ୨୮ ହଜାର ୪୬୬
– ଭୋଟଦାନ ହାର – ୬୮.୨୪%

୨୦୧୪ର ଫଳାଫଳ
ପ୍ରାର୍ଥୀ                              ଦଳ             ଭୋଟ         ପ୍ରତିଶତ         ଫଳାଫଳ
ସୂର୍ଯ୍ୟନାରାୟଣ ପାତ୍ର            ବିଜେଡି          ୭୮,୯୪୯  ୬୧.୪୬%    ବିଜୟୀ
ଶାକା ସୁଜିତ୍ କୁମାର             କଂଗ୍ରେସ       ୩୩,୦୫୨   ୨୫.୭୩%    ପରାସ୍ତ
ବିଜୟ କୁମାର ସ୍ୱାଇଁ             ବିଜେପି        ୭,୭୭୧       ୬.୦୫%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୂର୍ଯ୍ୟନାରାୟଣ ପାତ୍ର
ଦଳ – ବିଜେଡି
ଭୋଟ – ୭୮,୯୪୯
ପ୍ରତିଶତ – ୬୧.୪୬%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବିଜୟ କୁମାର ସ୍ୱାଇଁ
ଦଳ – ବିଜେପି
ଭୋଟ – ୭,୭୭୧
ପ୍ରତିଶତ – ୬.୦୫%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଶାକା ସୁଜିତ୍ କୁମାର
ଦଳ – କଂଗ୍ରେସ
ଭୋଟ – ୩୩,୦୫୨
ପ୍ରତିଶତ – ୨୫.୭୩%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ଜିତିଥିଲେ
– ୭୮ ହଜାର ୯୪୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଶାକା ସୁଜିତ୍ କୁମାରଙ୍କୁ ପରାସ୍ତ କରିଥିଲେ
– ୪୫ ହଜାର ୮୯୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁ ଅମାନତ୍ ହରାଇଥିଲେ ।
– ସିପିଏମ୍, ସମତାକ୍ରାନ୍ତି ଏବଂ ଆମ ଆଦମୀ ପ୍ରାର୍ଥୀ ବି ଅମାନତ୍ ହରାଇଥିଲେ ।

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୮ ହଜାର ୧୪୨
– ମତ ଦେଇଥିଲେ – ୧ ଲକ୍ଷ ୦୫ ହଜାର ୬୨୪
– ଭୋଟଦାନ ହାର – ୬୨.୮୨%

୨୦୦୯ର ଫଳାଫଳ
ପ୍ରାର୍ଥୀ                                  ଦଳ        ଭୋଟ               ପ୍ରତିଶତ        ଫଳାଫଳ
ସୂର୍ଯ୍ୟନାରାୟଣ ପାତ୍ର                ବିଜେଡି    ୬୫,୨୧୯        ୬୧.୭୫%     ବିଜୟୀ
ଭି.ରବିନାରାୟଣ ରାଜୁ              କଂଗ୍ରେସ   ୩୨,୪୫୬        ୩୦.୭୩%     ପରାସ୍ତ
ଶ୍ରୀଧର ଦେବ                         ବିଜେପି   ୪,୧୧୯           ୩.୯୦%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୂର୍ଯ୍ୟନାରାୟଣ ପାତ୍ର
ଦଳ – ବିଜେଡି
ଭୋଟ – ୬୫,୨୧୯
ପ୍ରତିଶତ – ୬୧.୭୫%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଶ୍ରୀଧର ଦେବ
ଦଳ – ବିଜେପି
ଭୋଟ – ୪,୧୧୯
ପ୍ରତିଶତ – ୩.୯୦%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଭି.ରବିନାରାୟଣ ରାଜୁ
ଦଳ – କଂଗ୍ରେସ
ଭୋଟ – ୩୨,୪୫୬
ପ୍ରତିଶତ – ୩୦.୭୩%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଥିଲେ
– ୬୫ ହଜାର ୨୧୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଭି.ରବିନାରାୟଣ ରାଜୁଙ୍କୁ ପରାସ୍ତ କରିଥିଲେ
– ୩୨ ହଜାର ୭୬୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ସୂର୍ଯ୍ୟ ପାତ୍ର
– ବିଜେପି ପ୍ରାର୍ଥୀଙ୍କ ସମେତ ୩ଜଣ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
– ବିଜେପି ପ୍ରାର୍ଥୀ ଶ୍ରୀଧର ଦେଓଙ୍କ ସ୍ଥାନରେ ବିଜୟ କୁମାର ସ୍ୱାଇଁ ପ୍ରାର୍ଥୀ ହୋଇଥିଲେ
– ଭି. ରବିନାରାୟଣ ରାଜୁଙ୍କ ବଦଳରେ ଶାକା ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ