କଳାହାଣ୍ଡି ଓ ବାଲେଶ୍ୱରରେ ଶବ ବୁହା ଘଟଣା : ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

19

କନକ ବ୍ୟୁରୋ : କଳାହାଣ୍ଡି ଓ ବାଲେଶ୍ୱରରେ ଶବ ବୁହା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଘଟଣାକୁ ଧର୍ମେନ୍ଦ୍ର ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି । ଏଭଳି ଘଟଣାକୁ ଜିଲ୍ଲା ପ୍ରଶାସନ ଅତି ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ କହିଛନ୍ତି ଦେଖିବା ଏହି ଭିଡିଓରେ :