ଢ଼େଙ୍କାନାଳ : ତରଭା ସଲମାନ ରାଉତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

30

କନକ ବ୍ୟୁରୋ : ଢ଼େଙ୍କାନାଳ ତରଭା ସଲମାନ ରାଉତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ । ନିକଟସ୍ଥ କେସେରିଆ ଗାଁ ନିକଟସ୍ଥ ଏକ ଖଜୁରୀ ବଣରୁ ବନ୍ଧୁକ ଜବତ କରିଛି ଢ଼େଙ୍କାନାଳ ପୁଲିସ୍ । ସଲମାନଙ୍କୁ ରାଜନୈତିକ ହିଂସା କାରଣରୁ ସଲମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ଏହାକୁ ନେଇ ବିଜେପି ପକ୍ଷରୁ ଢ଼େଙ୍କାନାଳ ବନ୍ଦ କରାଯାଇଥିଲା । ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରିଥିଲା ପୁଲିସ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :