ଧର୍ମେନ୍ଦ୍ରଙ୍କ ଗସ୍ତ ପୂର୍ବରୁ ସ୍କୁଲରେ ପଡିଲା ତାଲା : ଢେଙ୍କାନାଳ ଜିଲ୍ଲାପାଳଙ୍କ ଫତୁଆ ପରେ ଭୟରେ ଶିକ୍ଷକ

0

ଢେଙ୍କାନାଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ସ୍କୁଲରେ ଝୁଲୁଛି ତାଲା । ଢେଙ୍କାନାଳ କାଣ୍ଡବିନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଥିବା ବେଳେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସଭାସମିତି ଓ ନେତାଙ୍କୁ ଅତିଥି କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଫତୁଆ ଜାରି କରିଥିଲେ ।

ଏଥିରେ ଭୟଭିତ ହୋଇ ସ୍କୁଲ ବନ୍ଦ କରିଦେଇଥିବା ଚର୍ଚ୍ଚା ହେଉଛି । ସେପଟେ ଆସନ୍ତାକାଲି ଗାଁ କମିଟି ଉତ୍ସବରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

Comments are closed.