ଢ଼େଙ୍କାନାଳ : ଗଦିଆଁ ବିଶ୍ୱନାଥପୁର ଛକରେ ଟ୍ରକ୍-ଟିପ୍ପର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୩ ମୃତ

22

କନକ ବ୍ୟୁରୋ : ଢ଼େଙ୍କାନାଳର ଗଁଦିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-ଟିପ୍ପର ଧକ୍କାରେ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲପର । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ।