କନକ ବ୍ୟୁରୋ : ଢେଙ୍କାନାଳ ଭୁବନ ଗୋଡା ଛକରେ ଦୁର୍ଘଟଣାକୁ ନେଇ ଉତ୍ତେଜନା । ଏକ ତେଲ ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ତେଲ ଟ୍ୟାଙ୍କରରେ ଉତ୍ତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ । ପଳାସପିଠିଆ ଗାଁର ଦେବ ରଂଜନ ମହାପାତ୍ର ବାଇକରେ ଯାଉଥିବା ସମୟରେ ତାଙ୍କୁ ସାମନାପଟୁ ଆସି ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦେଖନ୍ତୁ ଏହି ଭିଡିଓ :