ଢେଙ୍କାନାଳ ସୁରପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୨୧ ବଖରାରୁ ଅଧିକ ଘର

18

କନକ ବ୍ୟୁରୋ : ଢେଙ୍କାନାଳ ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ୨୧ ବଖରା ଘର ଜଳିଯାଇଛି । ନିଆଁରେ  ଲକ୍ଷା ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛ ।

ଘଟଣାସ୍ଥଳରେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଛି । ସ୍ଥାନୀୟ ବିଧାୟକ ଏବଂ ତହସିଲଦାର ପହଂଚି ଅଗ୍ନି ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଛନ୍ତି ।