ଧଉଳିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତିଲେ ୫୫ ଜଣ ପର୍ଯ୍ୟଟକ

50

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧଉଳି ଶାନ୍ତିସ୍ତୁପରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଟୁରିଷ୍ଟ ବସ୍ । କୋଲକାତାରୁ ଆସୁଥିବା ଏକ ବସ୍ ଭାରସ୍ୟାମ ହରାଇ ପାହାଡକଡ ରାସ୍ତାରେ ଥିବା ପାଚେରୀରେ ପିଟି ହୋଇଛି । ଫଳରେ ବସ୍ ଟି ଝୁଲନ୍ତା ଅବସ୍ଥାରେ ରହିଛି । ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ । କୋଲକାତାରୁ ଆସିଥିବା ଏହି ବସ୍ରେ ୫୫ ଜଣ ପର୍ଯ୍ୟଟକ ଥିଲେ ।