ଓଡିଶାରେ ଆର୍ଟ ଗ୍ୟାଲେରୀର ଆବଶ୍ୟକତା ରହିଛି : ଧର୍ମେନ୍ଦ୍ର ପ୍ରଧାନ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ଏକ ଆର୍ଟ ଗ୍ୟାଲେରୀର ଆବଶ୍ୟକତା ଅଛି । ଯାହା ମାଧ୍ୟମରେ ଓଡିଶାର କଳାକାରମାନେ ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରି ପାରିବେ । ଇଲା ପଣ୍ଡା ସେଂଟର ଫର୍ ଆର୍ଟସ ପକ୍ଷରୁ ଆୟୋଜିତ ଓଡିଶା ଆର୍ଟ କନକ୍ଲେଭ ୨୦୧୬ର ଉଦଯାପନୀ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨ଦିନିଆ ଏହି କର୍ମଶାଳାରେ ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ ମଧ୍ୟ ଯୋଗଦେଇଥିଲେ ।