ସଲମାନ ରାଉତ ହତ୍ୟାକାଣ୍ଡକୁ ନେଇ ତେଜୁଛ ରାଜନୀତି ! ତରଭାରେ ମୃତକଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

32

କନକ ବ୍ୟୁରୋ : ସଲମାନ ରାଉତ ହତ୍ୟାକାଣ୍ଡକୁ ନେଇ ତେଜୁଛି ରାଜନୀତି । ଢେଙ୍କାନାଳ ତରଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଚିଂ ମୃତ ବିଜେପି କର୍ମୀ ସଲମାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସଲମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ଶାନ୍ତ୍ୱନା ଦେଇଛନ୍ତି । କ୍ରାଇମବ୍ରାଂଚ ତଦନ୍ତ ସ୍ୱଚ୍ଚ ନୁହଁ । କ୍ରାଇମବ୍ରାଂଚ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଧର୍ମେନ୍ଦ୍ର ।