ଶ୍ରୀ ବଳଭଦ୍ରଙ୍କ ରଥଟଣା ଆରମ୍ଭ

37

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହୋଇଛି ରଥ ଟଣା । ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ତିନି ଠାକୁର । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ ।