ରଥ ଉପରେ ଭକ୍ତ ଚଢିବା ଘଟଣା : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରଥ ଦାୟିତ୍ୱ ଅଧିକାରୀଙ୍କ ନାଁରେ ଥାନାରେ ଏତଲା

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥ ଉପରେ ଭକ୍ତ ଚଢିବା ଘଟଣା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରଥ ଦାୟିତ୍ୱ ଅଧିକାରୀଙ୍କ ନାଁରେ କୁମ୍ଭାରପଡା ଥାନାରେ ଏତଲା ଦେଇଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ବାହିନୀ ।