ବଳଭଦ୍ର ରଥରେ ଭକ୍ତ ଚଢିବା ଘଟଣା : ସିସିଟିଭି ଫୁଟେଜ ଆଧାରରେ ଗିରଫ ହେଲେ

10

ପୁରୀ ବ୍ୟୁରୋ କନକ ନ୍ୟୁଜ୍ : ବଳଭଦ୍ର ରଥରେ ଚଢି ଗିରଫ ହେଲେ ଭକ୍ତ । ୮ ତାରିଖ ଦିନ ଭୋରରେ ରଥରେ ଚଢିଥିଲେ । ପରେ ନନ୍ଦୀଘୋଷ ରଥରେ ମଧ୍ୟ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ସିସିଟିଭି ଫୁଟେଜ ଆଧାରରେ ଗିରଫ ହୋଇଛନ୍ତି ଉକ୍ତ ଭକ୍ତ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି କୁମ୍ଭାରପଡା ପୁଲିସ୍  ।