ବଡ ନୋଟ ବ୍ୟାନର ପ୍ରତିବାଦ: ଭୁବନେଶ୍ୱର ଆରବିଆଇ ସମ୍ମୁଖରେ ବାମଦଳ କରିଛି ବିକ୍ଷୋଭ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡ ନୋଟର ବ୍ୟାନ ପ୍ରତିବାଦରେ ଆଜି ଭାରତ ବନ୍ଦର ଡାକରା ଦିଆଯାଇଛି । ବିମୁଦ୍ରାକରଣ ପ୍ରତିବାଦରେ ବିଭିନ୍ନ ରାଜନୈ÷ତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ଆରବିଆଇ ସମ୍ମୁଖରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟି ଏବଂ ବାମ ଦଳ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।