ଭିଜିଲାନ୍ସ ଜାଲରେ ପୁରୀ ଡେଲାଙ୍ଗ ବ୍ଲକ ଜେଇ ! ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ

30

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁରୀ ଡେଲାଙ୍ଗ ବ୍ଲକ ଜେଇ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ମୀନକେତନ ରଥଙ୍କ ବାସଭବନ ଓ ଅଫିସରେ ଭିିଜିଲାନ୍ସ ରେଡ କରିଛି । ଅଫିସ,ଘର ଓ ଗୋଳବାଇରେ ଥିବା ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ କରୁଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –