ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା ! ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ୧୦୦ ହେଭିୱେଟ୍ ଟାରପିଡୋ ମିସାଇଲ୍ ।

108

ଭାରତୀୟ ନୌସେନାର ଶକ୍ତିକୁ ଦ୍ୱିଗୁଣ ବଢାଇବା ପାଇଁ ରକ୍ଷା ମନ୍ତ୍ରାଳୟ ତରଫରୁ ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ କିଣିବା ପାଇଁ ୨୦୦୦ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି । ଯାହା ମୁମ୍ବାଇ ସ୍ଥିତ ମଝଗାଓଁ ଡାକୟାର୍ଡରେ ପ୍ରସ୍ତୁତ ହେଉଥିବା ନୌସେନାର ୬ ସ୍କାର୍ପିନ୍ ଶ୍ରେଣୀର ପନଡୁବିଓଁରେ ରଖାଯିବ । ଏନେଇ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ତରଫରୁ କୁହାଯାଇଥିଲା ଯେ ୧୦ ଦିନ ପୂର୍ବରୁ ୧୦୦ ହେଭିୱେଟ୍ ଟାରପିଡୋ ପାଇଁ ଟେଣ୍ଡର ଜାରି କରାଯାଇଥିଲା । ଫ୍ରାନ୍ସର ଏହି ମିସାଇଲ୍ ଭାରତର ମଜଗନ୍ ଡାକୟାର୍ଡସ୍ ଲିମିଟେଡ୍ ରେ ପ୍ରସ୍ତୁତ କରାଯାଉଛି । ଯାହାକୁ କଲବାରୀ କ୍ଲାସର ନାଁ ଦିଆଯାଇଛି । ଏହାର ପ୍ରଥମ ସବମରିନ୍ କୁ ନୌସେନାର ସାମିଲ କରାଯାଇଛି ଯାହା ଏ ପର୍ଯ୍ୟନ୍ତ ଅପରେସନ୍ ମୁଡରେ ରହିଛି ।

ଡିଆରଡିଓ ପନଡୁବିଓଁ ଏବଂ ଅନ୍ୟ ଜାହାଜ ପାଇଁ ନିଜର ହାଲୁକା ଟାରପିଡୋର ଆଗାମୀ ସଂସ୍କରଣରେ ହେଭିୱେଟ୍ ଟାରପିଡୋର ବ୍ୟବହାର କରିବାର ପ୍ରୟାସରେ ଅଛି ।

Comments are closed.