ଦେବଗଡ ଯାତ୍ରା ବସ ଦୁର୍ଘଟଣା ମାମଲା:ବସ ମାଲିକ ତପନ ମହାନ୍ତି ଗିରଫ

125

ଦେବଗଡ:  ଦେବଗଡ ଗଇଲୋ ଘାଟିରେ ବସþ ଦୁର୍ଘଟଣା ମାମଲାରେ ଦୁର୍ଘଟଣାଗସ୍ତ ବସþର ମାଲିକ ତପନ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି । ଦେବଗଡ ପୁଲିସ ତାଙ୍କୁ ଗିରଫ କରିଛି । ବସþଟିର ଫିଟନେସþ ସାଟିଫିକେର୍ଟ ନଥିଲା , ଅନୁଗୁଳରୁ ତପନଙ୍କୁ ଦେବଗଡ ପୁଲିସ ଗିରଫ କରିଥିଲା । ଗତ ୧୭ ତାରିଖ ରାତିରେ ଗଇଲୋ ଘାଟିରୁ ବସ ଓଲଟିପଡିବାରୁ ୨୭ ଯାତ୍ରା କଳାକାରଙ୍କ ମୃତ୍ୟ ê ହୋଇଥିଲା । ଗଛରେ ବସଟି ପିଟିହେବା ଫଳରେ ୩ ଶହ ଫୁଟ୍ ତଳକୁ ଖସିପଡିଥିଲା ବସ୍ । ମୃତ ସମସ୍ତ କଳାକାର ଭାରତୀ ଗଣନାଟ୍ୟର ଥିଲେ ।