ଲୁଲୁଙ୍କ ବିୟୋଗରେ ଦେବାଶିଷ ପଟ୍ଟନାୟକଙ୍କ ଶୋକ ପ୍ରତିକ୍ରିୟା

87

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଦେବାଶିଷ ପଟ୍ଟନାୟକ । ଲୁଲୁଙ୍କ ସହ ଅତୀତର ସ୍ମୃତିକୁ ମନେପକାଇଛନ୍ତି ଦେବାଶିଷ । ସେ ଯେତେବେଳେ ଛାତ୍ର କଂଗ୍ରେସର ସଭାପତି ଥିଲେ ଲୁଲୁ ଥିଲେ ଯୁବ କଂଗ୍ରେସର ସଭାପତି । ଦୁହେଁ ଏକାଠି ଓଡିଶାର ଅନେକ ଜିଲ୍ଲା ଗସ୍ତ କରିଥିଲେ । ଲୁଲୁଙ୍କ ମହାପ୍ରୟାଣରେ ଦେବାଶିଷଙ୍କ ଅନେକ କ୍ଷତି ଘଙ୍କିଲା ବୋଲି କହିଛନ୍ତି ।

ଶୁଣନ୍ତୁ ଏହି ଶୋକ ପ୍ରତିକ୍ରିୟା-