ଆଡଭୋକେଟ୍ ଦେବାଶିଷ ପଣ୍ଡାଙ୍କ ଜାମିନ ମଂଜୁର

37

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦେବାଶିଷ ପଣ୍ଡାଙ୍କୁ ମିଳିଲା ଜାମିନ । ଏଟି ଚିଟଫଣ୍ଡ୍ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦେବାଶିଷ ପଣ୍ଡାଙ୍କ ଜାମିନ ମଂଜୁର କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏଟି ଚିଟଫଣ୍ଡ୍  ଲିଙ୍କ ନେଇ ସିବିଆଇ ଗତ କିଛି ଦିନ ତଳେ ତାଙ୍କୁ ଗିରଫ କରିଥିଲା । ଜାମିନ ନାମଂଜୁର ହେବାରୁ ଦେବାଶିଷଙ୍କୁ ଜେଲ ପଠାଇ ଦିଆଯା