କୋରାପୁଟରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ! ଡୁମୁରିପୁଟ-ଦାମନେଯାଡି ଷ୍ଟେସନରେ ୬ଟି ବଗି ଲାଇନଚ୍ୟୁତ ।

16

କନକ ବ୍ୟୁରୋ : କୋରାପୁଟରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡୁମୁରିପୁଟ-ଦାମନେଯାଡି ଷ୍ଟେସନ ମଝିରେ ଲାଇନ ଚ୍ୟୁତ ହୋଇଛି ମାଲବାହୀ ଟ୍ରେନର ୬ଟି ବଗି । ମାଲବାହୀ ଟ୍ରେନ ଧାରଣାଚ୍ୟୁତ ହୋଇଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ରେଲବାଇ ବିଭାଗ ତରଫରୁ ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ।