ଜଙ୍ଗଲ ଭିତରେ ଶବ ଶୋଭାଯାତ୍ରା : ରାସ୍ତା ନଥିବାରୁ ଗାଁକୁ ଗଲାନି ଶବଗାଡି

112

କନକ ବ୍ୟୁରୋ : ଜଙ୍ଗଲ ଭିତରେ ୧୦ କିଲୋମିଟର ଧରି କୋକେଇରେ ଚାଲିଲା ଶବ ଶୋଭାଯାତ୍ରା । ମାତ୍ର କିଛି ଦିନ ପୂର୍ବରୁ ମହାପ୍ରୟାଣ ଆମ୍ବୁଲାନ୍ସ ଯୋଜନା ଆରମ୍ଭ ହେବା ପରେ ବି ପରିସ୍ଥିତି ପୂର୍ବରୁ ଯାହା ଥିଲା ଏବେ ବି ସେଇୟା।

ଏକ ଆଦିବାସୀ ମହିଳାଙ୍କ ମୃତଦେହକୁ ଧରି ପରିବାର ବର୍ଗ ୧୦ କିଲୋମିଟର ଯାଏଁ ଚାଲି ଚାଲି ଯିବାକୁ ପଡିଛି । ପ୍ରଶ୍ନ ଉଠୁଛି ଏ ମହାପ୍ରୟାଣ ଯୋଜନା କାହା ପାଇଁ ଏବଂ ଏହାର ଉଦେଶ୍ୟ କଣ ?

ଦେଖନ୍ତୁ ଏହି ଭିଡିଓ –