ଓଡିଶା ଜିଲ୍ଲା କଂଗ୍ରେସ ସଭାପତିଙ୍କର ନବକଳେବର ! ୨୦୧୯ ପାଇଁ ଜିଲ୍ଲାସ୍ତରରେ ସଂଗଠନ ମଜଭୁତ କରିବା ପାଇଁ କଂଗ୍ରେସର ରଣନୀତି
କନକ ବ୍ୟୁରୋ : ଘୋଷଣା ହେଲା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାଁ । ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡିଶାର ୩୩ଟି ସାଂଗଠାନିକ ଜିଲ୍ଲାର ନାଁକୁ ଏକ ବିଜ୍ଞ୍ୟପ୍ତି ଜରିଆରେ ଘୋଷଣା କରାଯାଇଛି । ଓଡିଶାର ଜିଲ୍ଲାରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ଟିମ ନେଇ ଚୂଡାନ୍ତ ତାଲିକା ଘୋଷଣା ହୋଇଛି । ଅଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସର ସ୍ଥିତିକୁ ଜିଲ୍ଲାୱାରି ମଜଭୁତ କରାଇବା ପାଇଁ ୨୨ ଜଣ ଜିଲ୍ଲା ସଭାପତିଙ୍କୁ ବଦଳି କରି ୧୧ ଜଣ ସଭାପତିଙ୍କୁ ପୁର୍ନବାର ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଢ଼ନ୍ତୁ ପୁରା ତାଲିକା-:
ଜିଲ୍ଲା ଜିଲ୍ଲା ସଭାପତି
ବରଗଡ ସତ୍ୟଭୂଷଣ ସାହୁ
ଦେବଗଡ ଉମାକାନ୍ତ ସାହୁ
ଅନୁଗୁଳ ବିପ୍ଳବ ଜେନା
ଢ଼େଙ୍କାନାଳ ସୁରେଶ ପାଣିଗ୍ରାହୀ
ବଲାଙ୍ଗୀର ଦିଲ୍ଲୀପ କୁମାର ବେହେରା
ସୁବର୍ଣ୍ଣପୁର ଶଙ୍କର ଦାସ
ମୟୁରଭଞ୍ଜ ହେମନ୍ତ ଦାସ
ସୁନ୍ଦରଗଡ ବେଣୁମାଧବ ତ୍ରିପାଠୀ
ରାଉରକେଲା ରବି ରାୟ
ସମ୍ବଲପୁର ଅଶ୍ୱିନୀ କୁମାର ଗୁରୁ
କେଉଁଝର ମୋହନ କୁମାର ପରିଡା
ନୟାଗଡ ରଞ୍ଜିତ ଦାସ
ପୁରୀ ସତ୍ୟବ୍ରତ ପାତ୍ର
ବାଲେଶ୍ୱର ଶରତ ରାଜ
ଯାଜପୁର ମନୋଜ ରାଉତ
ଭଦ୍ରକ ଅଶୋକ ଦାସ
କେନ୍ଦ୍ରାପଡା ଚିନ୍ମୟୀ ପ୍ରସାଦ ବେହୁରା
ଝାରସୁଗୁଡା ଗିରିଶ୍ ଚନ୍ଦ୍ର ପଣ୍ଡା
ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ
ଭୁବନେଶ୍ୱର ମାନସ ଚୌଧୁରୀ
କଟକ (ନଗର) ମହମ୍ମଦ ମୋକିମ
କଟକ ଗୁରୁପଦ ନନ୍ଦ
ମାଲକାନଗିରି ଗୋବିନ୍ଦ ଚନ୍ଦ୍ର ପାତ୍ର
ନବରଙ୍ଗପୁର ମନୋରଞ୍ଜନ ତ୍ରିପାଠୀ
ରାୟଗଡା ଦୁର୍ଗା ପ୍ରସାଦ ପଣ୍ଡା
କଳାହାଣ୍ଡି ଭାରତଭୂଷଣ ବେମାଲ
ନୂଆପଡା ଘଷିରାମ ମାଝୀ
ଗଜପତି ବିଭୂତି ପାତ୍ର
କନ୍ଧମାଳ ବରୁଣ ଭୋଇ
ବୌଦ୍ଧ ସୁଧୀର ମହାକୁଡ
ଗଞ୍ଜାମ ତ୍ରୀନାଥ ବେହେରା
କୋରାପୁଟ ମିନାକ୍ଷୀ ବାହିନୀପତି
ଜଗତସିଂହପୁର ନଟବର ବାରିକ