ମୁଣ୍ଡ ନେଲେ ମାଓବାଦୀ ! ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

32

କନକ ବ୍ୟୁରୋ: ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ ନମାନିବାରୁ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା । ମାଓବାଦୀଙ୍କ ଚେତାବନୀ ସତ୍ୱେ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ମାଥିଲି ଥାନା ବାରାଗାଁର ୱାର୍ଡ ମେମ୍ବର ପ୍ରାର୍ଥୀ ଦାସରୁ ଦୁରୁଆଙ୍କୁ ଗତକାଲ ରାତିରେ ହତ୍ୟା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଦରଭା ଡିଭିଜନ କମିଟିର ୫ରୁ ୬ଜଣ ମାଓବାଦୀ ଦାସରୁଙ୍କୁ ଘରୁ ଡାକିନେଇ ଗୁଳି କରି ହତ୍ୟା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-