ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍

0

କନକ ବ୍ୟୁରୋ : ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍ । ଗୁଜୁରାଟୀ ସଂପ୍ରଦାୟର ଏହି ଲୋକପ୍ରିୟ ଲୋକନୃତ୍ୟରେ ସାମିଲ ହେଉଛନ୍ତି ରାଜଧାନୀ ବାସିନ୍ଦା ।

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଥିବା ଏହି ଦାଣ୍ଡିଆ ଉତ୍ସବରେ ସାମିଲ ହେବା ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ପିଲାଠୁ ବୁଢ଼ା ସବୁ ବୟସବର୍ଗର ଲୋକେ ସାମିଲ ହୋଇ ଦାଣ୍ଡିଆ ନାଚ ସହ ହସଖୁସିରେ ପୂଜା ସେଲିବ୍ରେଟ୍ କରୁଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

Comments are closed.